ଆଇଏନଏସ ରଣବୀରରେ ବିସ୍ଫୋରଣ ଘଟଣା : ଏସି କମ୍ପାର୍ଟମେଣ୍ଟରୁ ଗ୍ୟାସ ନିର୍ଗତ ହେବାରୁ ବିସ୍ଫୋରଣ ସନ୍ଦେହ

ମୁମ୍ବାଇ : ଗତ ମଙ୍ଗଳବାରଦିନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ହୋଇଥିବା ବିସ୍ଫୋରଣର କାରଣ ସମ୍ପର୍କରେ ସୂଚନା ମିଳିଛି। ଜାହାଜର ଏୟାର କଣ୍ଡିସନିଙ୍ଗ୍ କମ୍ପାର୍ଟମେଣ୍ଟରେ ଗ୍ୟାସ ଲିକ ହେବା ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ଜଣାପଡିବ। କିନ୍ତୁ ପ୍ରାରମ୍ଭିକ ଅନୁସନ୍ଧାନ ଓ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ଯେ … Continue reading ଆଇଏନଏସ ରଣବୀରରେ ବିସ୍ଫୋରଣ ଘଟଣା : ଏସି କମ୍ପାର୍ଟମେଣ୍ଟରୁ ଗ୍ୟାସ ନିର୍ଗତ ହେବାରୁ ବିସ୍ଫୋରଣ ସନ୍ଦେହ